
ନୂଆଦିଲ୍ଲୀ: ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା ୪. ୮ ରହିଥିଲା। ସକାଳ ୬ଟା ୪୪ ମିନିଟ୍ରେ ଏହି ଭୂକମ୍ପ ହୋଇଥିଲା।
କମ୍ ତୀବ୍ରତା ଯୋଗୁ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଫେବୃଆରୀ ୧୩ ତାରିଖରେ ମଧ୍ୟ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା ୪. ୫ ଥିଲା।
from Odisha Reporter https://ift.tt/2VVqWCB
No comments:
Post a Comment