ନିର୍ବାଚନ ପୂର୍ବରୁ ବଦ୍ରି-ନିରଞ୍ଜନ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ନିର୍ବାଚନ ପୂର୍ବରୁ ବଦ୍ରି-ନିରଞ୍ଜନ ମୁହାଁମୁହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନିର୍ବାଚନ ପୂର୍ବରୁ ମନ୍ତ୍ରୀ ବଦ୍ରି ପାତ୍ର ଏବଂ ପିସିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ବାକ୍ ଯୁଦ୍ଧ। ଆଜି ନିରଞ୍ଜନଙ୍କୁ ଟାର୍ଗେଟ୍ କରି ତାଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇ ଘସିପୁରା ଆସନରୁ ଲଢ଼ିବାରୁ ଆହ୍ୱାନ ଦେଇଛନ୍ତି ବଦ୍ରି। କହିଥିଲେ ମୋ ବିରୋଧରେ ପ୍ରଚାର କରୁଥିବା ଲୋକଙ୍କର ଗଣମାଧ୍ୟମ ଅଛି, ପେପର ଓ ଟିଭି ଅଛି। ପ୍ରଚାର କରନ୍ତୁ, ମୁଁ ଏଇଠି ଛୋଟା ହୋଇ ପଡ଼ିଲେ ବି ଘସିପୁରାରେ ଜିତିବି।

ତା’ସହ ସେ ପ୍ରଶ୍ନ କରି କହିଛନ୍ତି କେନ୍ଦୁଝରରେ ନିରଞ୍ଜନଙ୍କୁ କେହି ଜାଣନ୍ତି କି ? ସେ କେନ୍ଦୁଝର ପାଇଁ କିଛି କରି ନାହାନ୍ତି । ସେପଟେ ପ୍ରତିକ୍ରିୟାରେ ନିରଞ୍ଜନ କହିଛନ୍ତି ଚ୍ୟାଲେଂଜ ଗ୍ରହଣ କରୁଛୁ। ତେବେ ଘଷିପୁରାରୁ ସେ ନିର୍ବାଚନ ଲଢ଼ିବେ କି ନାହିଁ, ସେ ନିଷ୍ପତ୍ତି ଦଳ ନେବ।



from Odisha Reporter https://ift.tt/2YrL3KF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages