ଭାରରେ ୭ କିଲୋମିଟର ବୁହା ହେଲେ ଆହତ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 22, 2019

ଭାରରେ ୭ କିଲୋମିଟର ବୁହା ହେଲେ ଆହତ ଯୁବକ

man

ମାଲକାନଗିରି (ଜିତେନ୍ଦ୍ର ବେଉରା): ଜଣେ ଯୁବକ ଗଛରୁ ପଡ଼ିଗଲେ। ତାଙ୍କ ଗୋଡ଼ ଭାଙ୍ଗିଗଲା। ତେବେ ତାଙ୍କୁ ଡାକ୍ତରଖାନା ନେବାକୁ ଗାଁ ଲୋକଙ୍କୁ ବହୁତ ହଇରାଣ ହେବାକୁ ପଡ଼ିଲା। କାରଣ ଗାଁକୁ ଭଲ ରାସ୍ତାଟିଏ ନଥିବା ଯୋଗୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ। ତେଣୁ ଗାଁ ଲୋକେ ତାଙ୍କୁ ଭାରରେ ବୋଲି ୭ କିଲୋମିଟର ନେଇଥିଲେ। ତା’ପରେ ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା।

ଏଭଳି ଏକ ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ମାଲକାନଗିରି ଜିଲ୍ଲା ତାଗବେଡ଼ା ଗାଁରେ। ଆହତ ଯୁବକଙ୍କ ନାଁ ସମା କିର୍ଷନି। ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।



from Odisha Reporter https://ift.tt/2U4aIcS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages