Realme 3ର ଆଜି ପୁଣିଥରେ ଫ୍ଲାସ୍‌ ସେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

Realme 3ର ଆଜି ପୁଣିଥରେ ଫ୍ଲାସ୍‌ ସେଲ୍‌

ନୂଆଦୀଲ୍ଲୀ: Realme 3ର ଆଜି ପୁଣିଥରେ ଫ୍ଲାସ୍‌ ସେଲ୍‌। ଗ୍ରାହକ ଏହି ସ୍ମାର୍ଟଫୋନ୍‌କୁ ଦିନ ୧୨ଟା ପରଠୁ କିଣିପାରିବେ। କମ୍ପାନୀ ଏହାକୁ ଚଳିତ ମାସର ଆରମ୍ଭରେ ଲଞ୍ଚ କରିଥିଲା। ଏହାର ଭାରତରେ Realme 3ର 3GB ରାମ୍ 32GB ଷ୍ଟୋରେଜ ଓ 4GB ରାମ୍ 64GB ଷ୍ଟୋରେଜ୍‌ ଦୁଇଟି ଭ୍ୟାରିୟାଣ୍ଟ ଲଞ୍ଚ୍‌ କରାଯାଇଛି। ଏହାର ମୂଲ୍ୟ କ୍ରମଶଃ ୮ ହଜାର ୯୯୯ ଓ ୧୦ ହଜାର ୯୯୯ ଟଙ୍କା ରଖାଯାଇଛି। ଏହି ଫୋନ୍‌ଟି ବ୍ଲାକ୍‌ ଓ ଡାଇନାମିକ୍‌ ବ୍ଲାକ୍‌ ୨ଟି କଲର ଅପସନ୍‌ରେ ଉପଲବ୍ଧ।

ସେଲ୍‌ରେ ଗ୍ରାହକ ଆକ୍ସିସ୍‌ ବ୍ୟାଙ୍କ କାର୍ଡ଼ରେ ୫୦୦ ଟଙ୍କାର ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ ପାଇପାରିବେ।  EMI ଟ୍ରାଞ୍ଜାକ୍ସନ୍‌ରେ ଗ୍ରାହକ ୫ ପ୍ରତିଶତ ରିହାତିର ଲାଭ ଉଠାଇପାରିବେ।

ଏହାର ବିଶେଷତ୍ୱ ହେଉଛି ଏହାର ୧୩ ମେଗାପିକ୍ସେଲ ଓ ୨ ମେଗାପିକ୍ସେଲ୍‌ର ଡୁଆଲ ରିୟର କ୍ୟାମେରା ସେଟଅପ୍‌ ଓ 4,230mAhର ବ୍ୟାଟେରୀ। ଏଥିସହ Realme U1ରେ ଦିଆଯାଇଥିବା MediaTek Helio P70 ପ୍ରୋସେସର ମଧ୍ୟ ଏହି ଫୋନ୍‌ରେ ଦିଆଯାଇଛି। ସେଲ୍‌ଫି ପାଇଁ ଏହାର ଫ୍ରଣ୍ଟରେ ୧୩ ମେଗାପିକ୍ସେଲର AI କ୍ୟାମେରା ଦିଆଯାଇଛି। ଏଥିସହ ୧୯:୯ ରେସିଓ ସହ ୬.୨ ଇଞ୍ଚର ଏଚ୍‌ଡି ପ୍ଲସ୍‌ ଡିସ୍‌ପ୍ଲେ ଦିଆଯାଇଛି। ଏହାର 4230mAhର ବ୍ୟାଟେରୀ ରହିଛି।



from Odisha Reporter https://ift.tt/2FAKLtm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages