ନକଲି ମଦ କାରଖାନା ଠାବ, ଜଣେ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ନକଲି ମଦ କାରଖାନା ଠାବ, ଜଣେ ଗିରଫ

soro

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସମୁଳିଆ ବ୍ଲକ୍‌ ଅଡ଼ା ଗାଁରେ ଏକ ମଦ କାରଖାନା ଠାବ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ସୋର ଅବକାରୀ ଓ କଟକ ଗୁଇନ୍ଦା ବିଭାଗ ଏହି ଗ୍ରାମର ଅଜିତ୍‌ କୁମାର ବାରିକଙ୍କ ଘରେ ଚଢ଼ଉ କରିଥିଲା। ସେଠାରୁ ବହୁ ପରିମାଣର ନକଲି ମଦ ସହିତ ସ୍ପିରିଟ୍‌, ଲେବୁଲ୍, କଲର କରିବା ପାଇଁ ରଙ୍ଗ ଓ ମେସିନ୍‌ ଜବତ କରାଯାଇଛି।

ଏହି ଘଟଣାରେ କାରଖାନା ମାଲିକ ଅଜିତ୍‌ କୁମାର ବାରିକଙ୍କୁ ଗିରଫ କରାଯାଇଛି।

ସେହିପରି  ବର୍ତ୍ତନା ଓ ଗଣ୍ଡିବେଦରୁ ମଧ୍ୟ ବହୁ ପରିମାଣର ବିଦେଶୀ ମଦ ଜବତ କରାଯାଇଛି। ଏଥିସହ ୨ ଜଣଙ୍କୁ ଗିରଫ କରାଯାଇଛି।



from Odisha Reporter http://bit.ly/2VfuB1k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages