ୱାୟନାଡ଼ରେ ନାମାଙ୍କନ ଭରିଲେ ରାହୁଲ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ୱାୟନାଡ଼ରେ ନାମାଙ୍କନ ଭରିଲେ ରାହୁଲ ଗାନ୍ଧି

ଥିରୁଅନନ୍ତପୁରମ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେରଳର ୱାୟନାଡ଼ ଲୋକସଭା ଆସନରୁ ନାମାଙ୍କନ ଭରିଛନ୍ତି। ନାମାଙ୍କନ ଭରିବା ବେଳେ ତାଙ୍କ ସହିତ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ଥିଲେ। ଚଳିତ ଥର ରାହୁଲ ଗାନ୍ଧି ଉଭୟ ଉତ୍ତର ପ୍ରଦେଶର ଆମେଥି ଓ କେରଳର ୱାୟନାଡ ଆସନରୁ ନିର୍ବାଚନ ଲଢୁଛନ୍ତି।

ନାମାଙ୍କନ ଭରିବା ପରେ ରାହୁଲ ରୋଡ଼ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ବିରୋଧରେ ବେଲ୍ଲାପଲ୍ଲି ଏନଡିଏ ପ୍ରାର୍ଥୀ ହୋଇଥିବାବେଳେ ସିପିଆଇର ପିପି ସୁନିର ପ୍ରାର୍ଥୀ ହୋଇଛନ୍ତି। ଏପ୍ରିଲ ୨୩ରେ ୱାୟନାଡ଼ ଆସନ ପାଇଁ ମତଦାନ ହେବ।

୨୦୦୮ରେ ଏହି ନିର୍ବାଚନମଣ୍ଡଳୀ ଗଠନ ହୋଇଥିବାବେଳେ ୨୦୦୯ ଓ ୨୦୧୪ରେ ଏହି ଆସନ କଂଗ୍ରେସ ହାତରେ ରହିଛି। ଗତବର୍ଷ ସ୍ଥାନୀୟ ସାଂସଦ ଏମଆଇ ସାନୱାଶଙ୍କର ଦେହାନ୍ତ ହୋଇଥିଲା।



from Odisha Reporter https://ift.tt/2UieJeP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages