ପଦ୍ମ ଧରିଲେ ପ୍ରବୀଣ ଓ ସୁବାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ପଦ୍ମ ଧରିଲେ ପ୍ରବୀଣ ଓ ସୁବାସ

praveen

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଆଜି ବିଜେପିରେ ମିଶିଛନ୍ତି ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓ। ଭବାନୀପାଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭାରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଗତକାଲି ପ୍ରବୀଣ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ବିଜେଡି ଟିକେଟ୍‌ରେ ମୋରଡ଼ାରୁ ଦୁଇ ଦୁଇ ଥର ବିଧାୟକ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ସଭାପତି ମଧ୍ୟ ଥିଲେ।

ସେହିପରି ପୂର୍ବତନ ସାଂସଦ ସୁବାସ ନାଏକ ଆଜି ବିଜେପିରେ ମିଶିଛନ୍ତି। ପୂର୍ବରୁ ଥରେ ସୁବାସ କଂଗ୍ରେସ ଦଳ ଛାଡ଼ି ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ରାହୁଲ ଗାନ୍ଧିଙ୍କ ଗସ୍ତ କାଳରେ ସେ ପୁଣି କଂଗ୍ରେସକୁ ଫେରିଥିଲେ। ଆଜି ପୁଣି ଦଳ ବଦଳାଇ ସେ ବିଜେପିରେ ସାମିଲ ହୋଇଛନ୍ତି।



from Odisha Reporter https://ift.tt/2WIpuUt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages