ଗାଁ ଦାଣ୍ଡରେ ମୁଣ୍ଡିଆ ମାରି ଭୋଟ ମାଗିଲେ ପୂର୍ବତନ ଡିଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ଗାଁ ଦାଣ୍ଡରେ ମୁଣ୍ଡିଆ ମାରି ଭୋଟ ମାଗିଲେ ପୂର୍ବତନ ଡିଜି

କଟକ(ଓଡ଼ିଶା ରିପୋର୍ଟର):କଟକ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଡିଜି ପ୍ରକାଶ ମିଶ୍ର ଅଭିନବ ଢଙ୍ଗରେ ଭୋଟ ମାଗିଛନ୍ତି। ବଡ଼ମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀରେ ବୁଲି ବୁଲି ସେ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି।

ବଡ଼ମ୍ବା ନରସିଂହପୁର ବିଜେପି ପକ୍ଷରୁ ନରସିଂହପୁରର କମଳାଡିହ ଠାରୁ ଏକ ରାଲି ଦ୍ୱାରା ବିଜେପି ବିଧାୟକ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ଓ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର  ବିଭିନ୍ନ ଗାଁ ବୁଲି ପ୍ରଚାର କରିଛନ୍ତି।

ତେବେ ନରସିଂହପୁର ଚକ୍ରଗଡ ଗାଁରେ ପ୍ରଚାର କଲାବେଳେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଉଭୟ ପ୍ରାର୍ଥୀ ଗାଁରେ ପ୍ରବେଶ ବେଳେ ଗାଁ ଦାଣ୍ଡରେ ମୁଣ୍ଡିଆମାରି ସମସ୍ତ ଗ୍ରାମବାସୀଙ୍କୁ  ଭୋଟ ଭିକ୍ଷା କରିଛନ୍ତି।



from Odisha Reporter http://bit.ly/2Z0SFUs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages