
କଲମ୍ୱୋ: ଶ୍ରୀଲଙ୍କାର ରାଜଧାନୀ କଲମ୍ୱୋର ଚାରୋଟି ସ୍ଥାନରେ ବିସ୍ଫୋରଣ ହୋଇଛି। ଗୋଟିଏ ଚର୍ଚ୍ଚ ଓ ତିନୋଟି ହୋଟେଲରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ୮୦ ଜଣ ଆହତ ହୋଇଥିବା ପ୍ରାଥମିକ ଭାବରେ ସୂଚନା ମିଳିଛି । ଚର୍ଚ୍ଚରେ ଶ୍ରଦ୍ଧାଳୁମାନେ ଇଷ୍ଟର ସଣ୍ଡେ କରୁଥିବାବେଳେ ଏହି ବିସ୍ଫୋରଣ ହୋଇଛି। ଆହତ ସଂଖ୍ୟା ଆଗକୁ ବଢ଼ିବ ବୋଲି ସୂଚନା ରହିଛି। ଖବର ସରବରାହ ସଂସ୍ଥା ଏଏଫପିକୁ କଲମ୍ୱୋ ନ୍ୟାଶନାଲ ହସ୍ପିଟାଲ ଏହି ସୂଚନା ଦେଇଛି।
#BREAKING The blasts hit three high-end hotels and one church in Colombo, while two additional churches are targeted outside the capital, police say pic.twitter.com/Jo0MKDXNMZ
— AFP news agency (@AFP) 21 April 2019
ତେବେ ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ହାତ ରହିଛି ନା ଆଉ କିଏ ରହିଛି ଏ ନେଇ ସୂଚନା ମିଳିପାରି ନାହିଁ।
from Odisha Reporter http://bit.ly/2DnB6Vw
No comments:
Post a Comment