ଗଛରେ ପିଟି ହେବା ପରେ ଜଳିଗଲା କାର୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ଗଛରେ ପିଟି ହେବା ପରେ ଜଳିଗଲା କାର୍‌!

accident

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଗହମଗଡ଼ିଆ ଛକ ନିକଟରେ ଏକ କାର ଜଳି ପାଉଁଶ ହୋଇଯାଇଛି।  ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଲାଗୁଛି କାର୍‌ଟି ରାସ୍ତାକଡ଼ ଗଛରେ ପିଟି ହେବା ପରେ ଜଳି ଯାଇଛି।

car1ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। କାର୍‌ ଡ୍ରାଇଭର ଫେରାର୍‌ ହୋଇଯାଇଛି। କାର୍‌ଟି କେଉଁ ପରିସ୍ଥିତିରେ ଜଳିଗଲା, ପୁଲିସ୍‌ ତା’ର ତଦନ୍ତ କରୁଛି।



from Odisha Reporter http://bit.ly/2DpMkJ9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages