ଝାରଖଣ୍ଡର ବିଜେପି ଅଫିସ ଉଡ଼ାଇଦେଲେ ମାଓବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ଝାରଖଣ୍ଡର ବିଜେପି ଅଫିସ ଉଡ଼ାଇଦେଲେ ମାଓବାଦୀ

ରାଞ୍ଚି, ଝାରଖଣ୍ଡ: ମତଦାନର ୨ ଦିନ ପୂର୍ବରୁ ଝାରଖଣ୍ଡର ପଲାମାଉ ଜିଲ୍ଲାରେ ମାଓବାଦୀଙ୍କ ହିଂସା ଦେଖିବାକୁ ମିଳିଛି। ହରିହରଗଞ୍ଜ ବସ ଷ୍ଟାଣ୍ଡ ନିକଟରେ ଥିବା ବିଜେପି ଦଳୀୟ ଅଫିସକୁ ମାଓବାଦୀମାନେ ବିସ୍ଫୋରଣ କରି ଉଡ଼ାଇ ଦେଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ମାଓବାଦୀ ମାନେ ବିସ୍ଫୋରଣ କରିବା ପରେ “ସିପିଆଇ-ମାଓଇଷ୍ଟ ଜିନ୍ଦାବାଦ”ର ନାରା ଦେଇଥିଲେ ।

ହିରାଗଞ୍ଜ ବିହାର ଓ ଝାରଖଣ୍ଡ ସୀମାବର୍ତ୍ତି ଅଞ୍ଚଳ ହୋଇଥିବାରୁ ପୁଲିସ ସର୍ଚ୍ଚ ଅପରେସନ ଜୋରଦାର କରିଛି। ଏପ୍ରିଲ ୨୯ରେ ପଲାମାଉ ଲୋକସଭା ଆସନ ପାଇଁ ମତଦାନ ରହିଛି।



from Odisha Reporter http://bit.ly/2IO3HrF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages