୩ ଘଣ୍ଟା ବିଳମ୍ୱରେ ହେଲା ମତଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

୩ ଘଣ୍ଟା ବିଳମ୍ୱରେ ହେଲା ମତଦାନ

sonpur

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀର ସାଲେପାଲି ୧୧୮ ନଂ ବୁଥ୍‌ରେ ପ୍ରାୟ ତିନି ଘଣ୍ଟା ବିଳମ୍ୱରେ ମତଦାନ ହୋଇଥିଲା। ଆଜି ସକାଳେ ସମସ୍ତ ଦଳର ଏଜେଣ୍ଟମାନଙ୍କୁ  ନେଇ  ହୋଇଥିବା ମକ୍‌ ପୋଲବେଳେ ଯେଉଁ ବଟମ୍‌ ଦବା ଯାଇଥିଲା ଶଙ୍ଖକୁ ଭୋଟ୍‌ ଯାଉଥିବା ଅଭିଯୋଗ ହୋଇଥିଲା। ଏନେଇ ଗାଁଲୋକମାନେ ଭୋଟ୍‌ ଗ୍ରହଣ ବନ୍ଦ କରିଥିଲେ।

ଇଭିଏମ୍‌ ପରିବର୍ତ୍ତନ ନକରାଗଲେ ମତଦାନ କରିବୁ ନାହିଁ ବୋଲି ଭୋଟରମାନେ ଦାବି କରିଥିଲେ। ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଇଭିଏମ୍‌ ପରିବର୍ତ୍ତନ କରାଯାଇଥିଲା।



from Odisha Reporter http://bit.ly/2GmtrHS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages