ଆତଙ୍କବାଦ ଦେଶ ପାଇଁ ପ୍ରସଙ୍ଗ ନୁହେଁ: ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ଆତଙ୍କବାଦ ଦେଶ ପାଇଁ ପ୍ରସଙ୍ଗ ନୁହେଁ: ରାହୁଲ

ହାଇଦ୍ରାବାଦ: କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜ ରାହୁଲ ଗାନ୍ଧିଙ୍କ ‘ଆତଙ୍କବାଦ ଏକ ବଡ଼ ପ୍ରସଙ୍ଗ ନୁହେଁ’ ବୋଲି ଦେଇଥିବା ମନ୍ତବ୍ଯର କଡ଼ା ଜବାବ ରଖିଛନ୍ତି। ସେ କହିଛନ୍ତି ଯଦି ଆତଙ୍କବାଦ ପ୍ରସଙ୍ଗ ନୁହେଁ ତାହେଲେ ଏସପିଜି ସୁରକ୍ଷା ରାହୁଲ ପ୍ରତ୍ଯାହାର କରିଦେବା ଉଚିତ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି।

ରାହୁଲ ଗାନ୍ଧି କହିଥିଲେ ଦେଶରେ ଆତଙ୍କବାଦ ପ୍ରସଙ୍ଗ ନୁହଁ ଚାକିରି ପ୍ରସଙ୍ଗ ଅଟେ। ଏହାର ଜବାବ ଦେଇ ସୁଷମା କହିଛନ୍ତି ଯଦି ଆତଙ୍କବାଦ ପ୍ରସଙ୍ଗ ନୁହଁ ତାହେଲେ ତାଙ୍କ ବାପା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ଯା ପରେ କାହିଁକି ଏସପିଜି ସୁରକ୍ଷା ନେଇଛ ବୋଲି ପ୍ରଶ୍ନ କରିଛନ୍ତି ସୁଷମା।

ହାଇଦ୍ରାବାଦରେ ଏକ ନିର୍ବାଚନ ରାଲିରେ ସାମିଲ ହୋଇ ସୁଷମା କହିଛନ୍ତି ଏୟାରଷ୍ଟ୍ରାଇକ ପ୍ରସଙ୍ଗରେ ଦେଶର ବାୟୁସେନା ଓ ସରକାରକୁ ବିଶ୍ବାସ ନକରି ଆତଙ୍କବାଦକୁ ସମର୍ଥନ କରୁଥିବା ପାକିସ୍ତାନକୁ କଂଗ୍ରେସ ସମର୍ଥନ କରୁଛି।

୨୦୦୮ରେ କାହିଁକି ୟୁପିଏ ସରକାର ମୁମ୍ବାଇ ତାଜ ହୋଟେଲ ଆକ୍ରମଣ ବେଳେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେଇନଥିଲା ସେ ନେଇ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ଯ ୨୦୦୮ରେ ଆତଙ୍କବାଦୀ ଆକ୍ରମଣ ବେଳେ ମୁମ୍ବାଇରେ ୧୬୬ ଲୋକଙ୍କର ମୃତ୍ଯୁ ହୋଇଥିଲା। ଏଥିରେ ୪୦ ଜଣ ବିଦେଶୀ ନାଗରିକ ଥିଲେ।



from Odisha Reporter http://bit.ly/2FZU4SS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages