୯ଟା ସୁଦ୍ଧା କେଉଁ ରାଜ୍ୟରେ କେତେ ପ୍ରତିଶତ ଭୋଟ୍‌, ପଢନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

୯ଟା ସୁଦ୍ଧା କେଉଁ ରାଜ୍ୟରେ କେତେ ପ୍ରତିଶତ ଭୋଟ୍‌, ପଢନ୍ତୁ

vote

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୫ ଆସନ ପାଇଁ ମତଦାନ ଚାଲିଛି। ବିଭିନ୍ନ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଥିବା ଦେଖିବାକୁ ମିଳିବା ପରେ ଅନେକ ସ୍ଥାନରେ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ମତଦାନ ହାର ୨.୧୫% ରହିଛି।

ସେହିପରି ଆସାମରେ ୯.୫୧%, ବିହାରରେ ୭.୮୩%, ଜମ୍ମୁ କଶ୍ମୀରରେ ୦.୯୯%, କର୍ଣ୍ଣାଟକରେ ୧.୧୪%, ମହାରାଷ୍ଟ୍ରରେ ୦.୮୫%, ମଣିପୁରରେ ୧.୭୮%, ତାମିଲନାଡୁ ୦.୮୧%, ଉତ୍ତର ପ୍ରଦେଶ ୩.୯୯%, ପଶ୍ଚିମବଙ୍ଗ ୦.୫୫%, ଛତିଶଗଡ଼ ୭.୭୫%, ପୁଡୁଚେରୀ ୧.୬୨%ରେ ମତଦାନ ହୋଇଛି।



from Odisha Reporter http://bit.ly/2Gu6eVr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages