ଦେବାଶିଷ ସାମନ୍ତରାୟଙ୍କୁ ନିର୍ବାଚନ ଅଧିକାରୀଙ୍କ ନୋଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ଦେବାଶିଷ ସାମନ୍ତରାୟଙ୍କୁ ନିର୍ବାଚନ ଅଧିକାରୀଙ୍କ ନୋଟିସ୍‌

Debashish-Samantray

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଟକ ବାରବାଟୀ ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲା ନିର୍ବାଚନ ଅଧିକାରୀ ନୋଟିସ୍ କରିଛନ୍ତି। ଏପ୍ରିଲ ୨୨ରେ ଫେସବୁକ୍‌ରେ ଦେବାଶିଷ ପୋଷ୍ଟ କରିଥିବା ଏକ ବାର୍ତ୍ତାକୁ ନେଇ ଏହି ନୋଟିସ୍ ହୋଇଛି।

ବ୍ୟାନ ସମୟରେ ଏହି ବାର୍ତ୍ତା ଭୋଟରଙ୍କୁ ପ୍ରଭାବିତ କରିବା ସହ ଆପଣଙ୍କୁ ଅହେତୁକ ଫାଇଦା ପହଞ୍ଚାଇବା ସମ୍ଭାବନା ଥିବାରୁ ଏହା ନିର୍ବାଚନ ଆଚରଣ ବିଦ୍ଧିର ଉଲ୍ଲଙ୍ଘନ ବୋଲି ପ୍ରତୀୟମାନ ହେଉଥିବା ନୋଟିସ୍‌ରେ ଉଲ୍ଲେଖ କରାଯାଇଛି। ୪୮ ଘଣ୍ଟା ଭିତରେ ଜବାବ ଦେବାକୁ ଦେବାଶିଷଙ୍କୁ ନର୍ଦ୍ଦେଶ ଦିଆଯାଇଛି।



from Odisha Reporter http://bit.ly/2IBnXwn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages