ଲିଫ୍ଟ ଦେବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ କରି ନିସ୍ତୁକ ଛେଚା ଖାଇଲେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ଲିଫ୍ଟ ଦେବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ କରି ନିସ୍ତୁକ ଛେଚା ଖାଇଲେ !

ନୟାଗଡ଼(ଓଡ଼ିଶା ରିପୋର୍ଟର):ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୦)ଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମୁମୂର୍ଷୁ ଅବସ୍ଥାରେ ସମ୍ପୃକ୍ତ ନାବାଳିକାଙ୍କୁ ଗାଁ ଲୋକେ ଉଦ୍ଧାର କରିଛନ୍ତି। ଅଭିଯୋଗ ଅନୁସାରେ, ନାବାଳିକା ଜଣଙ୍କ ନିଜ ଭାଇ ଓ ବାପାଙ୍କ ସହ ବାଇକରେ ଯାଉଥିବା ସମୟର ବାଇକ ପମ୍ପଚର ହୋଇଯାଇଥିଲା।

ଏହାର ସୁଯୋଗ ନେଇ ଜିତୁ ମହାରଣା ନାମକ ଜଣେ ଯୁବକ ନାବାଳିକାଙ୍କୁ ନିଜ ଆଡ଼ୁ ଲିଫ୍ଟ ଦେଇଥିଲେ। ହେଲେ କିଛି ବାଟ ଗଲାପରେ ନାବାଳିକାଙ୍କୁ କୁସୁମୀ ନଦୀ ପଠାରେ ଦୁଃଷ୍କର୍ମ କରିଥିଲେ। ଘଟଣା ପରେ ନାବାଳିକା ଜଣଙ୍କୁ ପ୍ରେଲାଭନ ଦେଖାଇ କାହା ଆଗରେ କିଛି ନ କହିବାକୁ କହିଥିଲେ।

ପରେ ତାଙ୍କୁ ବାଇକରେ ଆଣି ବାହାଡ଼ା ଛକରେ ଛାଡ଼ି ଚାଲିଯାଇଥିଲେ। ନାବାଳିକା ଜଣଙ୍କ ଏ ବିଷୟରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ସ୍ଥାନୀୟ ଲୋକେ ଜିତୁଙ୍କୁ ଧରି ନିସ୍ତୁକ ପିଟିଥିଲେ ଓ ପୁଲିସ୍‌ ଜିମାରେ ଦେଇଥିଲେ।



from Odisha Reporter http://bit.ly/2V8mzai

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages