ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ୨ ଲକ୍ଷ ଟଙ୍କା ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ୨ ଲକ୍ଷ ଟଙ୍କା ଜବତ

money

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଲାଞ୍ଜିଗଡ଼ର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ ଇନୋଭା ଗାଡ଼ିରୁ ଦୁଇ ଲକ୍ଷ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ନିର୍ବାଚନ ପାଇଁ ଗଠିତ ଫ୍ଲାଇଂ ସ୍କ୍ୱାଡ୍ ଏହି ଟଙ୍କା ଜବତ କରିଛି।

ଗାଡ଼ିରେ ପ୍ରଦୀପଙ୍କ ସହ ୪ ଜଣ ଥିବା ସୂଚନା ମିଳିଛି। ପୁଲିସ୍ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଟଙ୍କା କେଉଁଠି ଆସିଲା ଓ କେଉଁଠାକୁ ନେଇ ଯାଉଥିଲେ, ସେନେଇ ଖୋଳତାଡ଼ ଚାଲିଛି। ଗାଡ଼ିଟିକୁ ଥାନାରେ ଅଟକ ରଖାଯାଇଛି।

money2ଆଜି ଜୟପାଟଣାରେ ଫ୍ଲାଇଂ ସ୍କ୍ୱାଡ୍ ଗାଡ଼ି ଯାଞ୍ଚ କରୁଥିବା ବେଳେ ଏହି ଟଙ୍କା ଜବତ କରିଥିଲା। ପ୍ରଦୀପଙ୍କ ଗାଡ଼ିରେ ୪ଟି ୫୦୦ ଟଙ୍କିଆ ବଣ୍ଡଲ୍‌ ଥିଲା।

 



from Odisha Reporter http://bit.ly/2P4XhVi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages