
ଭୂବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଛି ବିଜେପିର ନୂଆ ପ୍ରାର୍ଥୀ ତାଲିକା। ୩ ଲୋକସଭା ଓ ୧୦ ବିଧାନସଭା ଆସନ ପାଇଁ ପ୍ରକାଶିତ ଏହି ତାଲିକାରେ ହେଭିୱେଟ ବିଜୟ ମହାପାତ୍ରଙ୍କୁ ମିଳିଛି ପାଟକୁରାରୁ ଟିକେଟ। ତାଙ୍କ ବ୍ୟତୀତ କିଏ କେଉଁଠୁ ଟିକେଟ ପାଇଲେ ଦେଖନ୍ତୁ ଏହି ତାଲିକାରେ।

from Odisha Reporter https://ift.tt/2TMeaEM
No comments:
Post a Comment