
ରାଇରଙ୍ଗପୁର(ରାଜେଶ ଶର୍ମା): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ଆଜି ସକାଳ ୬ଟା ୨୦ ମିନିଟ୍ରେ ଭୂମିକମ୍ପ ହୋଇଥିଲା। ରାଇରଙ୍ଗପୁର ସମେତ ବିଷୋୟୀ, ବହଳଦା ଓ ଗୋରୁମହିଷାଣୀ ଅଞ୍ଚଳ ମଧ୍ୟ ଭୂମିକମ୍ପରେ ଥରି ଉଠିଥିଲା।
ଏଥିଯୋଗୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଭୂମିକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।
from Odisha Reporter http://bit.ly/2GAc5Zv
No comments:
Post a Comment