ଟ୍ରକ୍ ଓଲଟି ଡ୍ରାଇଭର ଓ ହେଲପର ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ଟ୍ରକ୍ ଓଲଟି ଡ୍ରାଇଭର ଓ ହେଲପର ମୃତ

truck

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପାର୍ତ୍ତାପୁର ଘାଟିରେ ଆଜି ଭୋରରେ ଏକ କୋଇଲା ବୋଝେଇ ଟ୍ରକ୍‌ ରାସ୍ତାକଡ଼କୁ ଓଲଟି ଏକ ଗଛରେ ପିଟି ହୋଇ ଯିବାରୁ ଉଭୟ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଛି।

ମୃତ ଡ୍ରାଇଭରଙ୍କ ନାଁ ବୁର୍‌ଲାଲ ଓ ହେଲପରଙ୍କ ନାଁ ସୁରେଶ। ଉଭୟଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡ଼ିଛି।

truck1ଟ୍ରକ୍‌ଟି ବିଶାଖାପାଟଣାରୁ କୋଇଲା ନେଇ ଛତିଶଗଡ଼ ଯାଉଥିବା ବେଳେ ପାର୍ତ୍ତାପୁର ଘାଟିରେ ଓଲଟି ପଡ଼ିଥିଲା। ପୁଲିସ୍‌ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।



from Odisha Reporter http://bit.ly/2VQJqEJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages