ନକଲି ମଦ କାରଖାନା ଠାବ, ୪ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ନକଲି ମଦ କାରଖାନା ଠାବ, ୪ ଗିରଫ

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ନୂଆ ଭୁବନରୁ ବୁଦ୍ଧେଶ୍ୱର ଯିବା ରାସ୍ତାରେ ନକଲି ମଦ କାରଖାନା ଠାବ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଅବକାରୀ ବିଭାଗ ,ମୋବାଇଲ ସ୍କ୍ୱାଡ୍ ଓ ପୁଲିସ୍‌ ମିଳିତ ଭାବେ ଚଢଉ କରିଥିଲେ।

ଚଢ଼ଉ ସମୟରେ ନକଲି ମଦ, ସ୍ପିରିଟ୍ ୬୫୦ ଲିଟର, କାରମେଲ ୪ ଲିଟର,୨ ହଜାର ଠିପି, ସିଲ୍ ୪୦୦୦, ପ୍ୟାକିଙ୍ଗ୍ ମେସିନ୍ ୨ଟି , ଖାଲି ବୋତଲ୍, କାର୍ଟୁନ୍ ସହ ଏକ କାର ଜବତ ହୋଇଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ସମସ୍ତଙ୍କ ଘର ଭୁବନ ଅଞ୍ଚଳରେ ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2VTpnod

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages