ବିଜେପି କାର୍ଯ୍ୟାଳୟ ବାହାରେ ଚାଲିଛି ଯଜ୍ଞ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ବିଜେପି କାର୍ଯ୍ୟାଳୟ ବାହାରେ ଚାଲିଛି ଯଜ୍ଞ

ନୂଆଦିଲ୍ଲୀ: ଆଜି ସବୁ ଆଶା ଓ ଆଶଙ୍କାର ଅନ୍ତ ଘଟିବ। ନିର୍ବାଚନରେ ଥିବା ହାର ଜିତ୍‌ର ଦ୍ୱନ୍ଦ ଶେଷ ହେବ। କାରଣ ଆଉ କିଛି ଘଣ୍ଟା ପରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବ। ଏଥିପାଇଁ ନେତାମାନଙ୍କ ଛାଡି ଧଡ୍‌ ଧଡ୍‌ ହେବାରେ ଲାଗିଛି । କାରଣ କ୍ଷମତାକୁ ଆସିବାକୁ ସମସ୍ତଙ୍କର ଇଚ୍ଛା ରହିଛି। ତେଣୁ ରେଜଲ୍ଟ ଆସିବା ପୂର୍ବରୁ ନେତାମାନେ ମନ୍ଦିର ଦର୍ଶନ କରି ଭଗବାନଙ୍କ ଆଶିର୍ବାଦ ଲୋଡିଛନ୍ତି। ଏଥିସହ ବିଜେପି ପକ୍ଷରୁ ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟ ବାହାରେ ହୋମ ଯଜ୍ଞ ଚାଲିଛି।

ଏହି ହୋମ ଯଜ୍ଞ ସକାଳୁ ଆରମ୍ଭ ହୋଇଯାଇଛି। କେତେ ସମୟ ଧରି ଏହି ଯଜ୍ଞ ଚାଲିବ କିଛି ଠିକ୍‌ ନାହିଁ।

ତେବେ ମୋଦି ବହୁମତରେ ଜିତିବେ। ଏବଂ ଏହି ହୋମ ଯଜ୍ଞ ଦ୍ୱାରା ଭଗବାନ୍‌ଙ୍କ ଆଶିର୍ବାଦ ମିଳିବ ବୋଲି କହିଛି ବିଜେପି।



from Odisha Reporter http://bit.ly/2HvKcCe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages