ଦିଲ୍ଲୀରେ ମୋଦି ୱେଭ୍‌, ୭ରୁ ୬ଟି ସିଟ୍‌ରେ ବିଜେପି ଆଗୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ଦିଲ୍ଲୀରେ ମୋଦି ୱେଭ୍‌, ୭ରୁ ୬ଟି ସିଟ୍‌ରେ ବିଜେପି ଆଗୁଆ

ନୂଆଦିଲ୍ଲୀ: ୨୦୧୪ର ନିର୍ବାଚନ ଫଳାଫଳକୁ ୨୦୧୯ରେ ବିଜେପି ଦିଲ୍ଲୀରେ ଦୋହାରିବାର ସଙ୍କେତ ମିଳିଛି। ୨୦୧୪ରେ ବିଜେପି ଦିଲ୍ଲୀର ସମସ୍ତ ୭ଟି ଯାକ ଆସନ ଦଖଲ କରିଥିଲା। ୨୦୧୯ରେ ମଧ୍ୟ ବିଜେପି ସମାନ ରାସ୍ତାରେ ଚାଲିଛି। ଦିଲ୍ଲୀର ୭ଟି ଲୋକସଭା ଆସନରୁ ବିଜେପି ପ୍ରାଥମିକ ଗଣତି ଅନୁଯାୟୀ ୬ଟି ଲୋକସଭା ଆସନରେ ଆଗରେ ରହିଛି।

ପୂର୍ବ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ଉତ୍ତର-ପୂର୍ବ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ନଆଦିଲ୍ଲୀ ଓ ଉତ୍ତର ପଶ୍ଚିମ ଦିଲ୍ଲୀରେ ବିଜେପି ପ୍ରାର୍ଥୀମାନେ ଆଗୁଆ ରହିଥିବା ଜଣାପଡ଼ିଛି।



from Odisha Reporter http://bit.ly/2YJg9wI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages