ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ ଓଡ଼ିଶାରେ ତାଣ୍ଡବ ରଚି ଯାଇଛି। ଆଉ ଗଲାପରେ ଦେଇଯାଇଛି, ଅନେକ ଦୁଃଖ। ରାସ୍ତା ସାରା ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଥିବା ବେଳେ ବିଦ୍ୟୁତ୍ ସଂଯୋଗ ଏବେ ଯାଏ ମଧ୍ୟ ସ୍ୱାଭାବକ ହୋଇପାରିନାହିଁ। ତେବେ ପ୍ରକୃତି ରଚିଥିବା ଏହି ତାଣ୍ଡବ ପରେ ପରିସ୍ଥିତି ସୁଧାରିବାକୁ ସ୍ଥାନୀୟ ଲୋକଙ୍କଠୁ ଆରମ୍ଭ କରି ଏନ୍ଡିଆର୍ଏଫ୍ ଟିମ୍ ଏବଂ ଅଗ୍ନିସମ ବାହୀନି ମଧ୍ୟ ଜୋର୍ ସୋର୍ରେ କାମରେ ଲାଗିପଡ଼ିଛନ୍ତି।
ସାଧାରଣତଃ ଏପରି ଆପତକାଳୀନ ସ୍ଥିତିରେ ଆର୍ମି ଏବଂ ପୁଲିସ୍ ବିଭାଗ ଗୁରୁ ଦାୟିତ୍ୱ ବହନ କରିଥାଏ। ସେମାନଙ୍କ ଦୁଃସାହସ ଏବଂ କର୍ତ୍ତବ୍ୟପରାୟଣତା ଅନେକ ଲୋକଙ୍କ ଜୀବନ ବଞ୍ଚାଇଥାଏ।
In action: Lady Police officer of Talchua Police Station, Kendrapara !!
Braving all odds and adversaries, our officers are making all the possible efforts to evacuate each single person to the safety. #MissionZeroCasualty#CycloneFani #OdishaPrepared4Fani pic.twitter.com/jbHRUYauRy
— Odisha Police (@odisha_police) May 2, 2019
ଦେଖନ୍ତୁ, ଏଇ ମହିଳା ପୁଲିସଙ୍କୁ। ଓଡ଼ିଶାର ଏଇ ପୁଲିସ ଅଧିକାରୀ ଜଣକ ବାତ୍ୟା ସମୟରେ କିପରି ଦୁଇ ଜଣ ମହିଳାଙ୍କୁ ନିଜ ବାଇକ୍ରେ ବସାଇ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି।
ଏବେ ଏହି ସାହସୀ ମହିଳା ପୁଲିସ୍ ଅଧିକାରୀଙ୍କ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ବାତ୍ୟା ସମୟର କଠିନ ପରିସ୍ଥିତିରେ ନିଜ କର୍ତ୍ତବ୍ୟ ସମ୍ପାଦନ କରି ଅନେକ ପ୍ରଶଂସା ସାଉଁଟିଛନ୍ତି।
In action: Lady Police officer of Talchua Police Station, Kendrapara !!
Braving all odds and adversaries, our officers are making all the possible efforts to evacuate each single person to the safety. #MissionZeroCasualty#CycloneFani #OdishaPrepared4Fani pic.twitter.com/jbHRUYauRy
— Odisha Police (@odisha_police) May 2, 2019
ଏହି ପୁଲିସ୍ ଅଫିସର ଜଣଙ୍କ ହେଉଛନ୍ତି, କେନ୍ଦ୍ରାପଡ଼ା ଜିଲ୍ଲାର ତଳଚୁଆ ପୁଲିସ୍ ଷ୍ଟେସନ୍ର ଜଣେ ଅଧିକାରୀ।
In action: Lady Police officer of Talchua Police Station, Kendrapara !!
Braving all odds and adversaries, our officers are making all the possible efforts to evacuate each single person to the safety. #MissionZeroCasualty#CycloneFani #OdishaPrepared4Fani pic.twitter.com/jbHRUYauRy
— Odisha Police (@odisha_police) May 2, 2019
ଏହି ଫଟୋକୁ ଓଡ଼ିଶା ପୁଲିସ୍ ନିଜ ଟ୍ୱିଟର୍ ପେଜ୍ରେ ସେୟାର୍ କରିଥିଲେ। ଆଉ ସେଠାରେ ସେ ଲେଖିଥିଲେ ଯେ, ‘ଆକ୍ସନ୍ରେ କେନ୍ଦ୍ରାପଡ଼ା ତଳଚୁଆ ପୁଲିସ୍ ଷ୍ଟେସନ୍ର ମହିଳା ପୁଲିସ୍ ଅଧିକାରୀ’। ‘ସବୁ ବାଧା ଏବଂ ବିପରୀତ ପରିସ୍ଥିତିକୁ ଧ୍ୟାନରେ ରଖି, ଆମ ପୁଲିସ୍ ଅଧିକାରୀ ଅସହାୟ ମଣିଷଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପ୍ରୟାସ କରୁଛନ୍ତି’।
ଏହା ପରେ ମହିଳା ପୁଲିସ୍ ଅଫିସର୍ଙ୍କୁ ନେଇ ଚର୍ଚ୍ଚା ବଢ଼ି ଯାଇଛି।
Moving people to safety, sensitizing people in cyclone shelters and clearing out the roads @spkendrapara and his team is putting in all possible efforts to help and calm people in this difficult time. #CycloneFani pic.twitter.com/247GBdCrfo
— Odisha Police (@odisha_police) May 3, 2019
Visuals from Kendrapara where our officers are carrying infants and guiding children, women, and other locals to safety.
Nothing deters our personnel's determination! #DutyAvoveElse #CycloneFani pic.twitter.com/Uo2GTIZ0lR
— Odisha Police (@odisha_police) May 3, 2019
Relocating people to safe zones, clearing roads and providing drinking water and essential food items to the needy. @DCP_CUTTACK and his team under the guidance of @DGPOdisha carry-on its sincere efforts in helping and assisting people at this crucial hour. #CycloneFani pic.twitter.com/75yU0gt6ne
— Odisha Police (@odisha_police) May 3, 2019
from Odisha Reporter http://bit.ly/2VJzWye
No comments:
Post a Comment