ହାରିଲେ କଂଗ୍ରେସର ବିରାପ୍ପା ମୋଇଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ହାରିଲେ କଂଗ୍ରେସର ବିରାପ୍ପା ମୋଇଲୀ

ନୂଆଦିଲ୍ଲୀ: କଂଗ୍ରେସକୁ ଜବରଦସ୍ତ ଝଟ୍‌କା ଲାଗିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ବିରାପ୍ପା ମୋଇଲୀ ବିଜେପିର ବିଏନ୍‌ ବାଚେ ଗୌଡ଼ାଙ୍କ ଠାରୁ ପରାସ୍ତ ହୋଇଛନ୍ତି। ମୋଇଲୀ ପ୍ରତିପକ୍ଷ ଗୌଡ଼ାଙ୍କ ଠାରୁ ୧,୮୨,୧୧୦ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଛନ୍ତି।

ମୋଇଲୀ କର୍ଣ୍ଣାଟକାର ଚିକ୍କାବାଲ୍ଲାପୁରରୁ ପ୍ରାର୍ଥୀ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା କର୍ଣ୍ଣାଟକାର ୧୨ଟି ଆସନର ଫଳାଫଳ ପ୍ରକାଶ ପାଇଥିବା ବେଳେ ବିଜେପି ୧୦ଟି ଆସନରେ ଓ କଂଗ୍ରେସ ୨ଟିରେ ଜିତିଛି। ଉତ୍ତର କନ୍ନଡରେ ବିଜେପିର ବିବାଦୀୟ ନେତା କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗେଡ୍‌ ବାଜିମାତ କରିଛନ୍ତି।



from Odisha Reporter http://bit.ly/2JCzGer

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages