ଟ୍ରେଲର ପଛରେ ପିଟି ହେଲା କଣ୍ଟେନର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 30, 2019

ଟ୍ରେଲର ପଛରେ ପିଟି ହେଲା କଣ୍ଟେନର

ଯାଜପର (ଗୁଲାମ ଗସ): ଯାଜପୁର ଜିଲ୍ଲା ବଡ଼ଚଣା ଥାନା ହାଟକରନ୍ଦା ନିକଟରେ ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ଏକ ରଡ୍‌ ବୋଝେଇ ଟ୍ରେଲର ପଛରେ ଏକ କଣ୍ଟେନର ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି।

ମୃତକ ଦ୍ୱୟ ହେଉଛନ୍ତି କଣ୍ଟେନରର ଡ୍ରାଇଭର ଓ ହେଲ୍‌ପର୍‌। ଉଭୟ ତାମିଲନାଡୁର ଧରମପୁରୀ ଅଞ୍ଚଳର ବୋଲି ଜଣାପଡ଼ିଛି।

ଆଜି ଭୋର୍ ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। କଣ୍ଟେନରଟି କଟକ ଅଭିମୁଖେ ଯାଉଥିଲା। ବଡ଼ଚଣା ପୁଲିସ୍‌ ଶବ ଦୁଇଟିକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2xnBXCc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages