ବେଙ୍ଗାଲୁରୁ: ଏବେ ମୋବାଇଲ୍, ଇଣ୍ଟରନେଟ୍ ଯୁଗ ଚାଲିଛି। ଆମର ଖାଇବା ପିଇବା କିଛି ସମୟ ପାଇଁ ବନ୍ଦ ହୋଇଗଲେ କିଛି ଅସୁବିଧା ହେବନି କିନ୍ତୁ ହାତରେ ଫୋନ୍ ନଥିଲେ ମୁଣ୍ଡ ଖରାପ ହେଲା ଭଳି ଲାଗିବ। ଆଜିକାଲି ସବୁ ସମୟରେ ଲୋକମାନେ ଫୋନ୍ର ବ୍ୟବହାର କରୁଛନ୍ତି।
କେବଳ ଯୁବକଯୁବତୀ କିମ୍ୱା ଛୋଟ ଛୁଆ ନୁହନ୍ତି, ସବୁ ବର୍ଗର ଲୋକଙ୍କର ଫୋନ ଅତ୍ୟାବଶ୍ୟକ ହୋଇ ପଡ଼ିଲାଣି। ସେଥିରୁ ପୂଜା କରୁଥିବା ପଣ୍ଡିତ ବି ବାଦ୍ ପଡୁ ନାହାନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରରେ। ଏହା ଏହାକୁ ଦେଖି ରାଗ ତମତମ ହୋଇ ପଡ଼ିଛନ୍ତି ଟ୍ୱିଟର ବ୍ୟବହାରକାରୀ।
ଜାଣନ୍ତୁ ଆମେ କେଉଁ ବିଷୟରେ କହୁଛୁ
କିଛି ଦିନ ତଳେ ଗରମରେ ଲୋକେ ଆଉଟପାଉଟ ହେଉଥିବା ବେଳେ ପାରଦ ବି ଖସିବା ନାଁ ଧରୁ ନ ଥିଲା। ବର୍ଷା ହେବା ପରି କୌଣସି ସୂଚନା ମଧ୍ୟ ନ ଥିଲା। ଫଳରେ ତାତିରୁ ତ୍ରାହି ପାଇବାକୁ ଇନ୍ଦ୍ର ଦେବତାଙ୍କୁ ଖୁସି କରିବାକୁ ପଡ଼ିଥାଏ ଭାବି ଲୋକେ ବେଙ୍ଗାଲୁରୁର ସୋମେଶ୍ୱର ମନ୍ଦିରରେ ଯଜ୍ଞ ଆରମ୍ଭ କଲେ।
ଏହି ଫଟୋରେ ଆପଣ ଦେଖିପାରିବେ ୨ଜଣ ପୂଜକ ଖାଦ୍ୟ ରନ୍ଧା ଯାଉଥିବା ବଡ଼ ବଡ଼ ଡିସ୍ରେ ପାଣି ଭିତରେ ବସିଛନ୍ତି। ଆଉ ଫୋନ୍ରେ ବ୍ୟସ୍ତ ଅଛନ୍ତି। ଅନ୍ୟପଟେ ପୂଜା ବି ଚାଲିଛି। ଏହି ଫଟୋରୁ ଯଜ୍ଞ ପ୍ରତି ସେମାନଙ୍କ ଆନ୍ତରିକତା କ’ଣ ବୁଝା ପଡୁଛି।
Bengaluru: Pooja performed at Someshwara temple in Halasuru yesterday for better monsoon. #Karnataka pic.twitter.com/Pe8Fo91MMU
— ANI (@ANI) June 7, 2019
ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇ ଏହି ଫଟୋ ସବୁ ନିଜ ଟ୍ୱିଟର୍ ପେଜ୍ରେ ଶେଆର୍ କରିଛନ୍ତି।
ଏହା ଦେଖି ଟ୍ୱିଟର୍ ୟୁଜର୍ କିନ୍ତୁ ରାଗି ଯାଇଛନ୍ତି। ଅନେକ ଏହା ଉପରେ ବିଭିନ୍ନ ପ୍ରକାର ମତ ରଖିଛନ୍ତି। କିଏ କହିଛନ୍ତି ପୂଜକ ପବ୍ଜି ଖେଳୁଛନ୍ତି ତ ଆଉ କିଏ କହିଛନ୍ତି କ’ଣ କ୍ଲାଉଡ୍କୁ ଫୋନ୍ ଲଗାଉଛନ୍ତି।
ଦେଖନ୍ତୁ ୟୁଜର୍ ମାନେ କିପରି ମତ ସବୁ ଦେଇଛନ୍ତି।
Bengaluru: Pooja performed at Someshwara temple in Halasuru yesterday for better monsoon. #Karnataka pic.twitter.com/Pe8Fo91MMU
— ANI (@ANI) June 7, 2019
Bengaluru: Pooja performed at Someshwara temple in Halasuru yesterday for better monsoon. #Karnataka pic.twitter.com/Pe8Fo91MMU
— ANI (@ANI) June 7, 2019
Bengaluru: Pooja performed at Someshwara temple in Halasuru yesterday for better monsoon. #Karnataka pic.twitter.com/Pe8Fo91MMU
— ANI (@ANI) June 7, 2019
Bengaluru: Pooja performed at Someshwara temple in Halasuru yesterday for better monsoon. #Karnataka pic.twitter.com/Pe8Fo91MMU
— ANI (@ANI) June 7, 2019
Bengaluru: Pooja performed at Someshwara temple in Halasuru yesterday for better monsoon. #Karnataka pic.twitter.com/Pe8Fo91MMU
— ANI (@ANI) June 7, 2019
from Odisha Reporter http://bit.ly/2MD9Aup
No comments:
Post a Comment