ବାଲୁକା କଳାରେ ବିରାଟଙ୍କ ଟିମ୍‌କୁ ଶୁଭେଚ୍ଛା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 15, 2019

ବାଲୁକା କଳାରେ ବିରାଟଙ୍କ ଟିମ୍‌କୁ ଶୁଭେଚ୍ଛା

ପୁରୀ(ମଧୁସୂଦନ ମିଶ୍ର): ଆଜି ବିଶ୍ୱକପ୍ କ୍ରିକେଟରେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ। ଅପରାହ୍ଣ ୩ଟାରେ ଇଂଲଣ୍ଡର ମଞ୍ଚେଷ୍ଟରରେ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ ଖେଳାଯିବ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ କୋହଲି ବ୍ରିଗେଡ୍‌ଙ୍କୁ ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ବାଲୁକାକଳାରେ ସେ ଏକ ବିରାଟକାୟ ବ୍ୟାଟ୍ ଏବଂ ବିଶ୍ୱକପ୍‌ର ପ୍ରତିକୃତି ତିଆରି କରିଛନ୍ତି। ପ୍ରାୟ ୩ ଟନ୍‌ ବାଲି ବ୍ୟବହାର କରି ସେ ଏହାକୁ ପ୍ରସ୍ତୁତ କରିଛନ୍ତି।



from Odisha Reporter http://bit.ly/2RksDIl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages