ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟପଟୁ ଚାଲିଥିବା ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ଅନନ୍ତନାଗ ଅଞ୍ଚଳକୁ ଘେରିଯାଇ ସେନା ସର୍ଚ୍ଚ ଅପରେସନ ଜୋରଦାର କରିଥିବା ସୂଚନା ରହିଛି।
ଆତଙ୍କବାଦୀମାନେ ଅନନ୍ତନାଗରେ ଏକିଂଗମରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଆଜି ସକାଳେ ସେନା ଜାଣିବାକୁ ପାଇଥିଲା। ପରେ ଅନନ୍ତନାଗ ଏରିଆକୁ ଘେରିଯାଇ ସର୍ଚ୍ଚ ଅପରେସନ ଚଳାଇଥିବା ଜଣାପଡ଼ିଛି।
from Odisha Reporter http://bit.ly/2XhmT7Q
No comments:
Post a Comment