ବିନିକା(ଓଡ଼ିଶା ରିପୋର୍ଟର): ସୋନପୁର ଜିଲ୍ଲା ବିନିକା ଏମଡିଆର ୩୯ ମୁଖ୍ୟରାସ୍ତାର ଘୋଡାଧାର ଛକ ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବାଇକ ସିମେଣ୍ଟ ପିଲରରେ ପିଟି ହେବାରୁ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜଣାପଡ଼ି ନାହିଁ।
ଆଜି ଭୋର ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ମହାଦେବପାଲି ଫାଣ୍ଡି ପୁଲିସ୍ ପହଞ୍ଚି ନାହିଁ।
from Odisha Reporter http://bit.ly/2XXx3r7
No comments:
Post a Comment