ଚୁରୁରେ ଅଗ୍ନିବର୍ଷା: ୫ ଦିନ ରେଡ୍ ଆଲର୍ଟ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 2, 2019

ଚୁରୁରେ ଅଗ୍ନିବର୍ଷା: ୫ ଦିନ ରେଡ୍ ଆଲର୍ଟ ଜାରି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ରାଜସ୍ଥାନର ଚୁରୁ ପାଲଟିଛି ଦେଶର ସବୁଠାରୁ ଉତ୍ତପ୍ତ ସହର। ଏଠାରେ ପାରଦ ବିଗତ ବର୍ଷ ଗୁଡ଼ିକର ରେକର୍ଡ ଭାଙ୍ଗି ଦେଇଛି।

ଶନିବାର ଚୁରୁରେ ପାରଦ ୫୦.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଗତକାଲି ଏଠାରେ ତାପମାତ୍ରା ୪୮.୯ ଡିଗ୍ରୀ ଥିଲା।

ରାଜସ୍ଥାନରେ ଗତ କିଛି ଦିନ ଧରି ଅଗ୍ନି ବର୍ଷା ହେଉଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୫ ଦିନ ପାଇଁ ଏଠାରେ ରେଡ୍ ଆଲର୍ଟ ଜାରି କରାଯାଇଛି।

୨୦୧୬ ମେ’ ୧୯ ତାରିଖରେ ଚୁରୁରେ ତାପମାତ୍ରା ସର୍ବାଧିକ ୫୦.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ହେଲେ ଚଳିତ ବର୍ଷ ଏ ରେକର୍ଡ ଭାଙ୍ଗି ଯାଇଛି।



from Odisha Reporter http://bit.ly/2KnxBCM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages