ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ କାଉଁରିଆ ପାଳ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଉର୍ମିଳା ନାୟକ। ତାଙ୍କ ଘର କାଉଁରିଆ ଗାଁରେ ବୋଲି ଜଣାପଡ଼ିଛି।
ଆଜି ସକାଳେ ଉର୍ମିଳା ଗାଁ ନିକଟସ୍ଥ ଜଙ୍ଗଲକୁ ଶୌଚ ହେବା ପାଇଁ ଯାଇଥିଲେ। ସେଠାରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ କବଳରୁ ନିଜ ଜୀବନକୁ ବଞ୍ଚାଇ ପାରି ନଥିଲେ ଉର୍ମିଳା। ହାତୀ ତାଙ୍କ ମୁଣ୍ଡକୁ ଦଳି ଦେଇଥିଲା।
from Odisha Reporter https://ift.tt/2XPRYkf
No comments:
Post a Comment