ରାସ୍ତା ନିର୍ମାଣ ପାଇଁ ୮୦,୨୫୦ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 4, 2019

ରାସ୍ତା ନିର୍ମାଣ ପାଇଁ ୮୦,୨୫୦ କୋଟି

ନୂଆଦିଲ୍ଲୀ: ଅର୍ଥନୀତିକ ଅଭିବୃଦ୍ଧି ପାଇଁ ସଡ଼କ ନିର୍ମାଣ ଜରୁରୀ। ବିଭିନ୍ନ ଗାଁରୁ ଗ୍ରାମାଞ୍ଚଳ ମାର୍କେଟକୁ ଠିକ୍‌ ଭାବେ ରାସ୍ତା ନଥିବାରୁ ବ୍ୟବସାୟ ଠିକ୍‌ ଭାବେ ହୋଇପାରୁନାହିଁ। ଏଥିପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଫେଜ୍‌ ୩ରୁ ଆହୁରି ତ୍ୱରାନ୍ୱିତ କରାଯିବ।

ଆସନ୍ତା ୫ ବର୍ଷ ମଧ୍ୟରେ ଏହି ଯୋଜନା ଅଧୀନୀରେ ୧,୨୫,୦୦୦ କିମି ରାସ୍ତାକୁ ବିକଶିତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ୫ ବର୍ଷ ମଧ୍ୟରେ ୧୨,୫୦୦ କିମି ନୂଆ ରାସ୍ତା ନିର୍ମାଣ କରାଯିବ। ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ବଜେଟ୍‌ରେ ୮୦,୨୫୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି।



from Odisha Reporter https://ift.tt/2FSrweE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages