୩ ଟ୍ରିଲିଅନ ଅର୍ଥନୀତି କ୍ଲବରେ ପହଞ୍ଚିବ ଭାରତ: ନିର୍ମଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 4, 2019

୩ ଟ୍ରିଲିଅନ ଅର୍ଥନୀତି କ୍ଲବରେ ପହଞ୍ଚିବ ଭାରତ: ନିର୍ମଳା

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଭାରତ ୩ ଟ୍ରିଲିଅନ (୨୦,୬୧,୧୬,୫୦,୦୦,୦୦,୦୦୦.୦୦ ଟଙ୍କା) ଅର୍ଥନୀତିକ କ୍ଲବରେ ପହଞ୍ଚିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବା ବେଳେ ଏହା କହିଛନ୍ତି। ଏଥିସହ ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଦି ହାର ୮ ପ୍ରତିଶତ ପାରି ହେବ ବୋଲି ସେ କହିଛନ୍ତି।

ଦେଶର ଅଭିବୃଦ୍ଧି ପାଇଁ ଅନେକ ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏହା ପରିବର୍ତ୍ତନ ହୋଇପାରିଲେ ଆଗାମୀ ଦିନରେ ଦେଶର ଅର୍ଥନୀତି ୫ ଟ୍ରିଲଅନ କ୍ଲବରେ ପହଞ୍ଚି ପାରିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ୨୦୨୪-୨୫ ମଧ୍ୟରେ ଦେଶ ୫ ଟ୍ରିଲଅନ ଅର୍ଥନୀତିକ କ୍ଲବରେ ପହଞ୍ଚିବ ବୋଲି ସୀତାରମଣ କହିଛନ୍ତି।



from Odisha Reporter https://ift.tt/2Xuiq2r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages