ମୁଖ୍ୟମନ୍ତ୍ରୀଙ୍କ ସହ ନବାଗତ ବିଧାୟକଙ୍କ ବ୍ରେକ୍‌ଫାଷ୍ଟ୍‌: ଗୁରୁମନ୍ତ୍ର ଦେବେ, ଶିଖାଇବେ ଆଚରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 2, 2019

ମୁଖ୍ୟମନ୍ତ୍ରୀଙ୍କ ସହ ନବାଗତ ବିଧାୟକଙ୍କ ବ୍ରେକ୍‌ଫାଷ୍ଟ୍‌: ଗୁରୁମନ୍ତ୍ର ଦେବେ, ଶିଖାଇବେ ଆଚରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟାଇଲ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳର ସମସ୍ତ  ନବଗତ ବିଧାୟକଙ୍କୁ ଟିପ୍ସ ଦେବେ। ବିଧାନସଭାରେ ଓ ନିର୍ବାଚନ ମଣ୍ଡଳୀରେ ସେମାନଙ୍କ ଆଚରଣ କେମିତି ହେବା ଉଚିତ୍ ସେ ନେଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଟିପ୍ସ ଦେବେ।

ସେଥିପାଇଁ ଆଜି ନବୀନ ନିବାସରେ ନିଆରା ଅନ୍ଦାଜରେ ବ୍ରେକ୍‌ଫାଷ୍ଟ୍‌ର ଆୟୋଜନ କରାଯାଇଛି।

ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସଭ୍ୟଙ୍କ ସହ ବ୍ରେକଫାଷ୍ଟ କରିବେ ମୁଖ୍ୟମନ୍ତ୍ରୀ। ଏହା ପରେ ନବୀନ ଦଳର କିଛି ପୁରୁଖା ବିଧାୟକଙ୍କୁ ନେଇ ମଧ୍ୟ ଏକ ବୈଠକ କରିବେ ବୋଲି ସୂଚନା ମିଳିଛି।



from Odisha Reporter https://ift.tt/326cT0H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages