ଲାଞ୍ଚ ନେବା ବେଳେ ଧରାପଡ଼ିଲେ ତିନି ପୁଲିସ୍ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 25, 2019

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ତିନି ପୁଲିସ୍ ଅଧିକାରୀ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ତିନି ଜଣ ପୁଲିସ ଅଧିକାରୀ। ଆଉ ଏମାନେ ସମସ୍ତେ ମାଲକାନଗିରି ଜିଲ୍ଲାର।

ଜିଲ୍ଲାର ସଦର ମହକୁମା ଥାନାର ଏହି ତିନି ପୁଲିସ ଅଧିକାରୀ ଏକ ଘରୋଇ କଲେଜ୍‌ କର୍ତ୍ତୃପକ୍ଷଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସେମାନେ ହେଲେ ଆଇଆଇସି ରଞ୍ଜନ ସାହୁ, ଏସ୍ଆଇ ମାନସ ରଞ୍ଜନ ଓ ସୁନୀଲ କୁମାର।

ଗତକାଲି ରାତିରେ ଏହି ପୁଲିସ୍ ଅଧିକାରୀମାନଙ୍କୁ ଧରା ଯାଇଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି।



from Odisha Reporter https://ift.tt/2SER7wK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages