ପ୍ରେସର ମାଇନ୍ ବିସ୍ଫୋରଣରେ ସିଆରପିଏଫ୍ ଯବାନ ସହିଦ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 30, 2019

ପ୍ରେସର ମାଇନ୍ ବିସ୍ଫୋରଣରେ ସିଆରପିଏଫ୍ ଯବାନ ସହିଦ୍

ମାଲକାନଗିରି (ଜିତେନ୍ଦ୍ର ବେଉରା): ସହିଦ୍ ସପ୍ତାହର ଚତୁର୍ଥ ଦିନରେ ହିଂସାକାଣ୍ଡ ଘଟାଇଛି ଲାଲବାହିନୀ । ମାଲକାନଗିରି ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ପ୍ରେସର ମାଇନ୍ ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ସହିଦ୍ ହୋଇଛନ୍ତି ।

ମାଲବାହୀ କ୍ୟାମ୍ପ ନିକଟରେ ଏହି ବିସ୍ଫୋରଣରେ ଘଟିଛି । ବଦଲିଠାରୁ ସାତଧାର ମାଲବାହୀ କ୍ୟାମ୍ପକୁ ଅପରେସନ୍ ସାରି ଯବାନମାନେ ଫେରୁଥିବା ବେଳେ ନକ୍ସଲ ମାନେ ଏହି ବିସ୍ଫୋରଣ ଘଟାଇଥିବା ଜଣାଯାଇଛି ।



from Odisha Reporter https://ift.tt/2SQYuBt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages