ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ଆଜିଠୁ ନାମଲେଖା ଆରମ୍ଭ ହୋଇଛି। ୧୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ କୋଟାରେ ଥିବା ୧୨ଶହ ୧୯ ସିଟ୍ରୁ ୧୧ ଶହ ୬୪ ଜଣଙ୍କୁ ସିଟ୍ ଆଲଟମେଣ୍ଟ କରାଯାଇଛି।
ଓଜେଇଇ ପକ୍ଷରୁ ଏହି ସିଟ୍ ଆଲଟମେଣ୍ଟ କରାଯାଇଛି। ଆଜି ପ୍ରଥମ ଦିନରେ କଟକ ଏସ୍ସିବି ମେଡିକାଲ କଲେଜ ପାଇଁ ପ୍ରୋଭିଜିନାଲ ଆଡମିସନ୍ ଭୁବନେଶ୍ୱର ଓଜେଇଇଙ୍କ କାର୍ଯ୍ୟାଳୟରେ କରାଯାଉଛି।
from Odisha Reporter https://ift.tt/2XuZmwa
No comments:
Post a Comment