ପପୁର ମଦ ବନାମ ପ୍ରୀତିର ବ୍ୟୁଟି ପାର୍ଲର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 13, 2019

ପପୁର ମଦ ବନାମ ପ୍ରୀତିର ବ୍ୟୁଟି ପାର୍ଲର

ଆଜିକାଲି ପପୁ ବହୁତ ମଦ ପିଉଛି। ତେଣୁ ପପୁ ଆଜି ଅଫିସ୍‌ରୁ ଫେରିବା ପରେ ପ୍ରୀତି ତାକୁ ମଦ ପିଇବା ଛାଡ଼ିବାକୁ କହିବ ବୋଲି ମନେ ମନେ ସ୍ଥିର କଲା। ତା’ସହିତ ପପୁ ତା’ କଥା ନ ମାନିଲେ ବାପ ଘରକୁ ଚାଲିଯିବାକୁ ବି ପ୍ରୀତି ନିଷ୍ପତ୍ତି ନେଲା।

ପପୁ ଅଫିସ୍‌ରୁ ଆସିବା ପରେ…

ପ୍ରୀତି : ତୁମେ ମଦ ପିଇବାରେ ଅଧିକ ଟଙ୍କା ଖର୍ଚ୍ଚ କରୁଛ। ଏଣୁ ମଦ ପିଇବା ବନ୍ଦ କର। ନହେଲେ ମୁଁ ଆମ ଘରକୁ ପଳେଇବି।

ପପୁ : ତୁମେ ତ ବ୍ୟୁଟି ପାର୍ଲର୍‌ରେ ପ୍ରତି ମାସରେ ୫୦୦୦ ଖର୍ଚ୍ଚ କରୁଛ, ସେ କଥା କହୁନ ତ ?

ପ୍ରୀତି : ନହେଲେ ତୁମ ସାମ୍ନାରେ ମୁଁ କେମିତି ସୁନ୍ଦର ଦେଖାଯିବି? ସେଥିପାଇଁ ବ୍ୟୁଟି ପାର୍ଲର୍‌ ଯାଉଛି।

ପପୁ : ଆରେ ପାଗେଳି..ମୁଁ ବି ତ ଏଥିପାଇଁ ମଦ ପିଉଛି ଯେ ତୁ ମୋତେ ସୁନ୍ଦର ଦେଖାଯିବୁ…



from Odisha Reporter https://ift.tt/2N2dn2T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages