ହିରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟା ଜଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 14, 2019

ହିରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟା ଜଳ

ସମ୍ବଲପୁର(ଓଡ଼ିଶା ରିପୋର୍ଟର ):  ମହାନଦୀରେ ଜଳସ୍ତର ବଢ଼ିବା ପରେ ଆଜି ଖୋଲିଲା ହିରାକୁଦର ପ୍ରଥମ ଗେଟ୍‌। ଡ୍ୟାମ୍‌ରୁ ଆଜି ପ୍ରଥମ ବନ୍ୟା ଜଳ ଛଡ଼ା ଯାଇଛି । ପ୍ରତି ବର୍ଷ ପରି ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍‌ ଖୋଲା ଯାଇଛି  ।

ଡ୍ୟାମ୍‌ ଜଳସ୍ତର ୬୧୮ ଫୁଟ୍‌ ଟପିବା ପରେ  ୭ ନମ୍ବର ସ୍ଲୁଇସ ଗେଟ୍‌ ଜରିଆରେ ପାଣି ଛଡ଼ାଯାଇଛି। ପ୍ରତି ବର୍ଷ ପ୍ରଥମେ ୭ ନମ୍ବର ଗେଟ୍‌ରୁ ହିଁ ଜଳ ନିଷ୍କାସନ କରାଯାଏ। ବନ୍ୟା ଜଳ ନିଷ୍କାସନ ଦ୍ୱାରା ଯେପରି କିଛି କ୍ଷୟକ୍ଷତି ନ ଘଟେ, ସେଥିଲାଗି କରାଯାଇଛି ପୂଜାର୍ଚ୍ଚନା।

 



from Odisha Reporter https://ift.tt/2TyBwzd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages