ବୁଦ୍ଧିଆ ବୟଫ୍ରେଣ୍ଡ୍‌! ଝିଅର ବୁଦ୍ଧି ହଜିଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 3, 2019

ବୁଦ୍ଧିଆ ବୟଫ୍ରେଣ୍ଡ୍‌! ଝିଅର ବୁଦ୍ଧି ହଜିଗଲା

ବୟଫ୍ରେଣ୍ଡ୍‌ ଓ ଗାର୍ଲଫ୍ରେଣ୍ଡ୍‌ ସାଙ୍ଗ ହୋଇ ଖାଉଥିଲେ। ତା’ ପରେ କଣ ହେଲା ପଢ଼ନ୍ତୁ…

ବୟଫ୍ରେଣ୍ଡ୍‌: ଟିକେ ଶୁଣିବ…

ଗର୍ଲଫ୍ରେଣ୍ଡ୍‌: ଚୁପ୍‌ ରୁହ… ଖାଇବା ସମୟରେ କଥା ହୁଅନ୍ତି ନାହିଁ।

ବୟଫ୍ରେଣ୍ଡ୍‌: ଠିକ୍‌ ଅଛି।

ଗର୍ଲଫ୍ରେଣ୍ଡ୍‌: (ଖାଇ ସାରିବା ପରେ)ଏବେ କୁହ…

ବୟଫ୍ରେଣ୍ଡ୍‌: ତୁମ ପ୍ଲେଟ୍‌ରେ ଅସରପା ଥିଲା… ସେଇ କଥା କହୁଥିଲି… ଏବେ କୁହ ଖାଇଲା ବେଳେ କଥା ହେବ ନାହିଁ…



from Odisha Reporter https://ift.tt/2T0XryI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages