ନୂଆଦିଲ୍ଲୀ: ଆଜି ପବିତ୍ର ଇଦ୍-ଉଲ୍-ଜୁହା, ଇଦ୍-ଉଲ୍ ଆଧା ବା ବକ୍ରୀ ଇଦ । ସାରା ଦେଶରେ ଏହି ପର୍ବ ଧୁମଧାମରେ ପାଳନ ହେଉଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଶବାସୀଙ୍କୁ ଇଦ୍-ଉଲ୍-ଆଦହା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏହି ପର୍ବ ବଳିଦାନର ପର୍ବ।
ईद-उल-जुहा के अवसर पर सभी देशवासियों विशेषकर हमारे मुस्लिम भाइयों और बहनों को बधाई और शुभकामनाएं।
ईद-उल-जुहा प्रेम, भाईचारे और मानव सेवा का प्रतीक है।
आइए हम स्वयं को इन सार्वभौमिक जीवन मूल्यों के प्रति समर्पित करें जो हमारी संस्कृति की अमूल्य धरोहर है — राष्ट्रपति कोविन्द
— President of India (@rashtrapatibhvn) August 12, 2019
My best wishes on the occasion of Eid al-Adha. I hope it furthers the spirit of peace and happiness in our society. Eid Mubarak!
— Narendra Modi (@narendramodi) August 12, 2019
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଇଦ୍-ଉଲ୍-ଜୁହା ଅବସରରେ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ପର୍ବ ଆମ ସମାଜରେ ଶାନ୍ତି ଏବଂ ଖୁସି ଆଣିଦେବ ବୋଲି ସେ ଆଶା ରଖିଛନ୍ତି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଟୁଇଟ କରି କହିଛନ୍ତି ଏହି ପର୍ବ ଭାଇଚାରା, ପ୍ରେମ ଏବଂ ଏକତାତୁ ଆଗକୁ ବଢ଼ାଇବ।
ରାହୁଲ ଗାନ୍ଧି ମଧ୍ୟ ଟୁଇଟ କରି ଦେଶବାସୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।
from Odisha Reporter https://ift.tt/2ySfi1F
No comments:
Post a Comment