ଗ୍ଲୋବାଲ ୱର୍ମିଂରେ ଭାରତର ଯୋଗଦାନ କମ୍ ହେଲେ ତୁଲାଉଛି ଅଗ୍ରଣୀ ଭୂମିକା; ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 27, 2019

ଗ୍ଲୋବାଲ ୱର୍ମିଂରେ ଭାରତର ଯୋଗଦାନ କମ୍ ହେଲେ ତୁଲାଉଛି ଅଗ୍ରଣୀ ଭୂମିକା; ମୋଦି

ନୂଆଦିଲ୍ଲୀ: ଗ୍ଲୋବାଲ ୱର୍ମିଂ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ବଢ଼ି ଚାଲିଛି। ଗ୍ଲୋବାଲ ୱର୍ମିଂରେ ଭାରତର ଯୋଗଦାନ ବହୁତ କମ୍ ହେଲେ ଏହାର ସମାଧାନ କ୍ଷେତ୍ରରେ ଭାରତର ଅଗ୍ରଣୀ ଭୂମିକା ରହିଛି । ଜାତିସଂଘର ସାଧାରଣ ଅଧିବେଶନରେ ପରିବେଶ ସୁରକ୍ଷା ପ୍ରସଙ୍ଗ ଉଠାଇ ଏପରି ମନ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ।

ଏଥିସହ ମୋଦି କହିଛନ୍ତି, ଭାରତ ଭଳି ବିକାଶଶୀଳ ଦେଶ ସଫଳତାର ସହ ସ୍ୱଚ୍ଛତା ଅଭିଯାନ ଜାରି ରଖିଛି।  ଭାରତକୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମୁକ୍ତ କରିବାକୁ ପଦକ୍ଷେପ ନିଆଯାଉଥିବା ସେ ସୂଚନା ଦେଇଛନ୍ତି । ଟିବି ମୁକ୍ତ ପାଇଁ ସାରା ବିଶ୍ୱ ୨୦୩୦ ପର୍ଯ୍ୟନ୍ତ ସମୟ ନେଇଛି । ଆମେ ଯେଉଁ ଚେଷ୍ଟା କରୁଛୁ, ତାହା ଭାରତ ପାଇଁ ନୁହେଁ, ସାରା ବିଶ୍ୱ ପାଇଁ ବୋଲି  କହିଛନ୍ତି ମୋଦି । ଭାରତ ଗତ ୫ ବର୍ଷରେ ବିଶ୍ୱ ବନ୍ଧୁତ୍ୱର ମହାନ ପରମ୍ପରାକୁ ମଜବୁତ କରିଛି ବୋଲି ଜାତିସଂଘରେ କହିଛନ୍ତି ପ୍ରଧାନମନ୍ତ୍ରୀ ।



from Odisha Reporter https://ift.tt/2nTIJOz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages