ନବରାତ୍ରୀରେ ଖାଆନ୍ତୁ ‘ମୁଗ ଡାଲି ହାଲୱା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 24, 2019

ନବରାତ୍ରୀରେ ଖାଆନ୍ତୁ ‘ମୁଗ ଡାଲି ହାଲୱା’

ଆବଶ୍ୟ ସାମଗ୍ରୀ: ମୁଗ ଡାଲି, ଦେଶୀ ଘିଅ, ଚିନି, କାଜୁ, କିସ୍‌ମିସ୍‌, ବାଦାମ, ଖୁଆ ଓ ଅଳେଇଚ ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୁଗ ଡାଲିକୁ ଧୋଇ ୪/୫ଘଣ୍ଟା ପର୍ଯ୍ୟନ୍ତ ପାଣିରେ ବତୁରେଇ ରଖନ୍ତୁ। ବତୁରି ଯିବା ପରେ ଏହାକୁ ଖଦଡ଼ିଆ କରି ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ କଡ଼େଇରେ ଘିଅ ଗରମ କରି ଏଥିରେ କଦଡ଼ିଅର ଭାବେ ବଟା ହୋଇଥିବା ଡାଲିକୁ ପକାଇ ମଧ୍ୟମ ଆଞ୍ଚରେ ଭାଜନ୍ତୁ। ଡାଲି ଭଲ ଭାବେ ଭାଜି ହେବା ପରେ ଏହାକୁ ଏକ ପାତ୍ରକୁ ବାହାର କରି ଦିଅନ୍ତୁ। ଏହା ପରେ କଡ଼େଇରେ ଖୁଆକୁ ହାଲ୍‌କା ଭାଜି ଏଥିରେ ଭଜା ଡାଲି ପକାନ୍ତୁ। ତା’ ପରେ ଚିନି ପକାଇ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ସିଝିବା ପାଇଁ ଏଥିରେ ଅଳ୍ପ ପାଣି ଦିଅନ୍ତୁ।  ପରେ ଏଥିରେ କାଜୁ, କିସ୍‌ମିସ୍‌ ଓ ବାଦାମ ପକାଇ ୫ମିନିଟ୍‌ ଚଲାନ୍ତୁ। ଏବେ ଆଞ୍ଚ ବନ୍ଦ କରି କଡ଼େଇକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ଗରମା ଗରମ ‘ମୁଗ ଡାଲି ହାଲୱା’।



from Odisha Reporter https://ift.tt/2mw0aUO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages