ମିଠା ଡ଼ବାରୁ ବାହାରିଲା ଗୁଲୁର ଛୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 9, 2019

ମିଠା ଡ଼ବାରୁ ବାହାରିଲା ଗୁଲୁର ଛୁଆ

ପପୁ ଓ ପ୍ରୀତିର ପୁଅ ଗୁଲୁ।  ଖୁବ୍‌ ଦୁଷ୍ଟ । ବାହାରୁ ସବୁ ପୋକଜୋକ ମାରି ଘରେ ଆଣି ପକାଏ। ତାକୁ ସମ୍ଭାଳିବା ପାଇଁ ପ୍ରୀତିକୁ ବହୁତ କଷ୍ଟ କରିବାକୁ ପଡ଼େ।  ଦୁଷ୍ଟ ଗୁଲୁ ଦିନେ ପ୍ରୀତିକୁ ପଚାରିଲା ମା’ ମୁଁ କେମିତି ଜନ୍ମ ହେଲି। ଦୁଷ୍ଟ ଗୁଲୁକୁ ବୁଝାଇବା ପାଇଁ ପ୍ରୀତି କ’ଣ କହିଲା ପଢ଼ନ୍ତୁ।

ପ୍ରୀତି: ମୁଁ ଗୋଟେ ଡବାରେ ମିଠା ଭର୍ତ୍ତି କରି ରଖିଥିଲି। କିଛି ଦିନ ପରେ ତା’ ଭିତରୁ ତୁ ବାହାରିଲୁ।

ପ୍ରୀତିର କଥା ଶୁଣି ଗୁଲୁ ବି ଠିକ୍‌ ସେହିପରି କଲା।

ସେ ଗୋଟେ ଡବାରେ ମିଠା ଭର୍ତ୍ତି କରି ରଖିଦେଲା। କିଛି ଦିନ ପରେ ସେହି ଡ଼ବା ଖୋଲି ଦେଖିଲା, ସେଥିରେ ଗୋଟେ ଅସରପା ଅଛି।

ଅସରପାକୁ ଦେଖି ଗୁଲୁ ରାଗିଗଲା ଆଉ କହିଲା : ଇଚ୍ଛା ତ ହେଉଛି ତତେ ଚପଲରେ ମାରିବି.. କିନ୍ତୁ କ’ଣ କରିବି ?? ତୁ ମୋ ଛୁଆ ବୋଲି ଛାଡ଼ିଦେଉଛି।



from Odisha Reporter https://ift.tt/34vRQpz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages