ଭୋପାଲ: ମଧ୍ୟପ୍ରଦେଶର ଗ୍ୱାଲିଅରରେ ଭାରତୀୟ ବାୟୁସେନାର ମିଗ୍-୨୧ ଲଢୁଆ ବିମାନ ଦୁର୍ଘଟଣାର ଶିକାର ହୋଇଛି। ବିମାନରେ ଥିବା ଦୁଇ ପାଇଲଟ୍ ସୁରକ୍ଷିତ ଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ବାୟୁସେନା ଏବେ ତଦନ୍ତ ନିର୍ଦ୍ଦେଶ ଦେଇଛି। ବିମାନଟି ଖସି ପଡ଼ିବା ପରେ ସ୍ଥାନୀୟ ଲୋକେ ପଳାଇ ଆସିଥିଲେ ଘଟଣାସ୍ଥଳକୁ। ଏହାପରେ ପାଣି ଢ଼ାଳି ବିମାନରୁ ବାହାରୁଥିବା ଧୂଆଁକୁ ଲିଭାଇଥିଲେ।
Madhya Pradesh: MiG 21 Trainer aircraft of the Indian Air Force crashed in Gwalior, today. Both the pilots, including a Group Captain and a squadron leader, managed to eject safely. pic.twitter.com/Gdmik5RhTN
— ANI (@ANI) September 25, 2019
ଅଧିକ ସୂଚନାକୁ ଅପେକ୍ଷା..
from Odisha Reporter https://ift.tt/2n51C0I
No comments:
Post a Comment