ଭାରତରେ ଲଞ୍ଚ୍ ହେଲା Vivo V17 Pro - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 20, 2019

ଭାରତରେ ଲଞ୍ଚ୍ ହେଲା Vivo V17 Pro

ନୂଆଦିଲ୍ଲୀ: ଭାରତରେ ଆଜି ଲଞ୍ଚ୍ ହୋଇଛି  Vivo V17 Pro ସ୍ମାର୍ଟଫୋନ୍‌। ଗ୍ରାହକମାନେ ଏହାକୁ ଫ୍ଲିପ୍‌କାର୍ଟରୁ କିଣି ପାରିବେ। ଏହାର ମୂଲ୍ୟ ୨୯,୯୯୦ ଟଙ୍କା ରହିଛି।

Vivo V17 Proର ଫିଚର୍‌

  • ଫ୍ରଣ୍ଟରେ ୩୨ ମେଗାପିକ୍ସେଲ୍‌ ଓ ୮ମେଗାପିକ୍ସେଲ୍‌ ଡୁଆଲ୍‌ ସେଲ୍‌ଫି ପପ୍‌-ଅପ୍‌ ସେଲ୍ଫି କ୍ୟାମେରା ସେଟଅପ୍‌ ରହିଛି। ଏଥିରେ ଆପଣ ସୁପର ନାଇଟ୍‌ ସେଲ୍ଫି ନେଇପାରିବେ।
  •  ୧୦୫ ଡିଗ୍ରୀ ୱାଇଡ୍‌ ଆଙ୍ଗେଲ୍‌ ଲେନ୍ସ
  •  ୧୬.୪୪ ଇଞ୍ଚ୍‌ E3 super amoled ଡିସ୍‌ପ୍ଲେ
  •  ୮ ଜିବି ରାମ୍‌
  • ୧୨୮ ଜିବି ଷ୍ଟୋରେଜ୍‌
  • ୪୧୦୦ ଏମ୍‌ଏଚ୍‌ ବ୍ୟାଟେରୀ
  • ଏହାର ପଛରେ ୪୮ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା, ୮ ମେଗାପିକ୍ସେଲ୍‌ ସେକେଣ୍ଡାରୀ କ୍ୟାମେରା ସହ ୧୩ ମେଗାପିକ୍ସେଲ୍‌ ଟେଲିଫୋଟୋ କ୍ୟାମେରା ରହିଛି। ଏହା ସହିତ ଏଥିରେ ୨ ମେଗାପିକ୍ସେଲ୍‌ର ଡେପ୍‌ଥ ସେନ୍‌ସର୍‌ ରହିଛି।


from Odisha Reporter https://ift.tt/32OYvcE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages