ଶିବସେନାରେ ସଲମାନଙ୍କ ବଡିଗାର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 18, 2019

ଶିବସେନାରେ ସଲମାନଙ୍କ ବଡିଗାର୍ଡ

ମୁମ୍ୱାଇ: ଆଜି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହେବାକୁ ଯାଉଛି। ଏହା ପୂର୍ବରୁ ଗତକାଲି ଶିବସେନାରେ ଯୋଗ ଦେଇଛନ୍ତି ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବଡିଗାର୍ଡ ଶେରା।

ଶୁକ୍ରବାର ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହୋଇଛନ୍ତି ଶେରା। ଏ ନେଇ ଶିବସେନା ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଦୀର୍ଘ ୨୨ ବର୍ଷ ହେବ ସଲମାନଙ୍କ ବଡିଗାର୍ଡ ରହିଛନ୍ତି ଶେରା। ତାଙ୍କର ମୂଳନାମ ଗୁରମୀତ ସିଂହ ଜଲି।

ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି। ୨୮୮ ବିଧାନସଭା ଆସନ ପାଇଁ ୨୧ ଅକ୍ଟୋବରରେ ଭୋଟ୍ ପଡ଼ିବ। ୨୪ ଅକ୍ଚୋବରରେ ଭୋଟ୍ ଗଣତି ହେବ।



from Odisha Reporter https://ift.tt/35RZNX1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages