କଟକ (ଓଡ଼ିଶା ରିପୋର୍ଟର): କଟକ ଚୌଦ୍ୱାର ଅଞ୍ଚଳରେ ପୁଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଦେହୁରୀ ଆହତ ହୋଇଛି । ମୁନାର ବାମପଟ ଗୋଡ଼ରେ ଗୁଳି ବାଜିବା ପରେ ତାକୁ ଏସ୍ସିବିରେ ଭର୍ତ୍ତି କରାଯାଇଛି । ମୁନାଠାରୁ ବନ୍ଧୁକ ଓ ଗୁଳି ଜବତ ହୋଇଥିବା ସୂଚନା ମିଳିଛି । ଗୁରୁଡ଼ିଝାଟିଆ ଲୁଟ୍ ଘଟଣାରେ ମୁନା ଦେହୁରୀ ସଂପୃକ୍ତ ଥିବା ଜଣାପଡ଼ିଥିଲା ।
ଏହାପୂର୍ବରୁ ଗତକାଲି ଟାଙ୍ଗୀ କପିଳାସ ରୋଡ଼ରେ ଚୌଦ୍ୱାର ଥାନା ପୁଲିସ୍ ଅପରାଧୀ ଜିତୁ ଓରଫ୍ ଅଜୟ ସାହୁକୁ ଏନକାଉଣ୍ଟର୍ କରିଥିଲା ।
from Odisha Reporter https://ift.tt/33v8Qel
No comments:
Post a Comment