ନୂଆଦିଲ୍ଲୀ: କଂଗ୍ରେସର ତୁଣ୍ଡ ତଥା ବରିଷ୍ଠ ନେତା ରଣଦୀପ ସୂର୍ଯ୍ୟେୱାଲାଙ୍କୁ ଏବେ ପଛରେ ପକାଇ ଦେଇଛନ୍ତି ବିଜେପିର ଲୀଲା ରାମ। ପ୍ରଥମ ୭ଟି ରାଉଣ୍ଡ ଭୋଟ ଗଣତି ସୁଦ୍ଧା ଆଗରେ ଥିବା ସୁର୍ଯ୍ୟେୱାଲା ୮ମ ରାଉଣ୍ଡ ପରେ ପରେ ପଛରେ ପଡ଼ିଯାଇଛନ୍ତି।
କଂଗ୍ରେସ ରଣଦୀପଙ୍କୁ ହରିଆଣାର କୈଠାଲ ଆସନରୁ ପ୍ରାର୍ଥୀ କରିଥିଲା। କଂଗ୍ରେସର ଏହି ଜାତୀୟ ମୁଖପାତ୍ରଙ୍କ ବିରୋଧରେ ବିଜେପି ଲୀଲା ରାମଙ୍କୁ ଟିକେଟ୍ ଦେଇଥିଲା।
ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଏଠାରେ ପରାଜୟବରଣ କରିବ ବୋଲି କୁହାଯାଉଥିଲା। ହେଲେ ଏବେ ଭୋଟ ଗଣତି ଆଗକୁ ବଢ଼ିବା ସହ ଟ୍ରେଣ୍ଡ ମଧ୍ୟ ବଦଳିଛି।
from Odisha Reporter https://ift.tt/360eqaG
No comments:
Post a Comment